ମୋବାଇଲ ଫୋନ୍ ଉତ୍ପାଦନରେ ଚୀନକୁ ଟପିବ ଭାରତ I କେବଳ ମୋବାଇଲ ନୁହେଁ ଭାରତକୁ ଅନ୍ୟ ଇଲେକ୍ଟ୍ରୋନିକ୍ ଉତ୍ପାଦର ଏକ ହବ୍ରେ ମଧ୍ୟ ପରିଣତ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଟେଲିକମ୍ ଏବଂ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ..
#ArgusNews #India #China #MobilePhone
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app