ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲେ... ହେଲେ ସବୁ ଉଜାଡିଦେଲା ଲଘୁଚାପ ବର୍ଷା । ନୟାଗଡ଼ର ଗଣିଆ, ଭାପୁର ଓ ଖଣ୍ଡପଡ଼ାର ହଜାର ହଜାର ହେକ୍ଟର ଚାଷ ଜମି ଏବେ ବନ୍ୟା ପାଣି ଘେରରେ । ପୋଟଳ, ବାଇଗଣ, ଭେଣ୍ଡି, କଲରା, ମକା ଓ କାକୁଡି ଆଦି ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ....
#ArgusNews #Agriculture_Damage #Farmer #Flood_Situation