ପକ୍ଷାଘାତ ରୋଗରେ ଆକ୍ରାନ୍ତ ଶଙ୍କର ପ୍ରଧାନ । ସହାୟତା ର ହାତ ବଢ଼ାଇଲେ ସେନାପତି ଯୁବକ ସଙ୍ଘ। ସରକାରୀ ସହାୟତା କୁ ଚାହିଁ ବସି ରହିଛନ୍ତି ପରିବାର ଲୋକେ। ଆସନ୍ତୁ ଶୁଣିବା କଣ ରହିଛି ଶଙ୍କର ଙ୍କ ପରିବାର ର କାହାଣୀ।
#ArgusNews #ArgusOdia #Helplesspeople #Polsara #Brahmapur
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2