ରାତି ପାହିଲେ ଧରାବତରଣ କରିବେ ବିଦ୍ୟାଦାୟିନୀ ମା ସରସ୍ଵତୀ। ଏ ବର୍ଷ ଶିକ୍ଷା ଅନୁଷ୍ଠାନରେ ପୂଜା ପାଇବେନି ବାଗଦେବୀ । ଯାହାକୁ ନେଇ ଚିନ୍ତାରେ ମୂର୍ତ୍ତି ବ୍ୟବସାୟୀ । କାରିଗରଙ୍କଠାରୁ କିଣିଥିବା ମୂର୍ତ୍ତି କେଉଁଠି ଫେରାଇବେ ଓ କେଉଁଠି ବିକିବେ, ତାକୁ ବଢୁଛି ଦ୍ୱନ୍ଦ...
#ArgusNews #Odisha #Saraswati_Puja