ରାଜଧାନୀ ଉପକଣ୍ଠ ପାହାଳ ନିକଟରୁ ଅପମିଶ୍ରିତ ଆଚାର ଓ ସସ କାରଖାନା ଠାବ ହୋଇଛି । ନଷ୍ଟ ହୋଇଯାଇଥିବା ଖାଦ୍ୟରେ ବିଭିନ୍ନ ପ୍ରକାରର କେମିକାଲ ଓ ରଙ୍ଗ ଦିଆଯାଇ ବଜାରରେ ବିକ୍ରି କରାଯାଉଥିଲା । ଯାହାକି ଖାଦ୍ୟ ଉପଯୋଗୀ ହୋଇନଥିଲା ...ଆଜି ସ୍ପେଶାଲ ସ୍କ୍ୱାର୍ଡ଼ ପୋଲିସ ଓ ଫୁଡ ସେଫ୍ଟି ଅଧିକାରୀ ଚଢାଉ କରି ବିପୁଳ ପରିମାଣର ଆଚାର, ସସ ଜବତ
#ArgusNews #Bhubaneswar #DuplicatePickle_Seized
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app