ହୋଲି ଗାଧୁଆ ହେଲା କାଳ.... ସୁବର୍ଣ୍ଣପୁର ମହାନଦୀରେ ବୁଡିଗଲେ ଦଶମ ଶ୍ରେଣୀ ଛାତ୍ର...
ବିପନ୍ନଙ୍କୁ ଦେଲେନି ପୋତି ଦେଲେ ଚୁଡା... ଯାଜପୁର ବରୀ ବ୍ଲକରୁ ଆସିଲା ଦୃଶ୍ୟ....
ରାଜ୍ୟରେ ପୁଣି 200 ଡେଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା.....
ଜାହାଜରେ କୋରୋନା ସଂକ୍ରମଣ.... ପାରାଦ୍ଵୀପ ବନ୍ଦରର ଏକ ଜାହାଜରୁ ୧୪ ପଜିଟିଭ୍....
ରାଜ୍ୟରେ ବନ୍ଦ ହେବନି ସରକାରୀ ସ୍କୁଲ…. ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ.....
ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ନେତା ଶରଦ ପାୱାର.... ପେଟରେ ଯନ୍ତ୍ରଣା ଅନୁଭବ.....
ଖରାଦିନ ଆରମ୍ଭ ହେଉଣୁ ବଢିଲାଣି ଜଳକଷ୍ଟ... ମୁନ୍ଦାଏ ପାଣି ପାଇଁ ଲୋକେ ଡହଳବିକଳ...
ଗର୍ଭବତୀଙ୍କୁ ଖାକି ପାୱାର ଦେଖାଇବା ପଡିଲା ମହଙ୍ଗା…
ହୋଲିର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ....
#ArgusNews #Odisha #Argus Update 4PM