ବୟସ କମ୍... ହେଲେ ଭୋକିଲା ପେଟକୁ ଦାନା ଯୋଗାଇଲେ ମୁହଁରେ ତାଙ୍କର ହସ ଫୁଟେ । ଆଉ ଏଥିପାଇଁ ସେ ତିଆରି କରିଛନ୍ତି ରୋଟି ବ୍ୟାଙ୍କ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଗରିବ ଅସହାୟଙ୍କୁ ଦୁଇ ମୁଠା ଦାନା ଦେବା ପାଇଁ ଅଣ୍ଟା ଭିଡିଛନ୍ତି 12 ବର୍ଷର ନାବାଳକ ତଥା ଲିଟିଲ ଡ୍ରମ ମାଷ୍ଟର ଅଭିଷେକ....
#ArgusNews #Odisha #Cuttack #Roti_Bank