ଏ ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ...
ଏ ହେଉଛି ଆଜିର ଦୃଶ୍ୟ...କାଳ ବୈଶାଖୀ ପରର ଉଜୁଡି ଯାଇଥିବା ଘରର ଦୃଶ୍ୟ...କିଏ ନିଜ ଘର ଜିନିଷ ପତ୍ର ଖୋଜି ପୁଣି ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି ତ କିଏ ନିଜ ପିଲା ପାଇଁ ରଖିଥିବା ଔଷଧ ଖୋଜୁଛି...
#ArgusNews #Odisha #Cuttack #Basti #Kalabaisakhi