#ଭୟ_ବଢାଉଛି_ବ୍ରିଟେନର_ନୂଆ_ଷ୍ଟ୍ରେନ
ଭୟ ବଢାଉଛି ବ୍ରିଟେନର ନୂଆ ଷ୍ଟ୍ରେନ । ବିଶେଷଜ୍ଞ କହିଲେ ନୂଆ ଷ୍ଟ୍ରେନରେ ରହୁଛି ସଂକ୍ରମଣର ଅଧିକ ସମ୍ଭାବନା । ଏପଟେ ଷ୍ଟ୍ରେନ ସମ୍ପର୍କରେ ଅଧକ ଅନୁଧ୍ୟାନ ଚାଲିଛି ଏବଂ ଲୋକମାନଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ଆଇଏଲଏସ....
#ArgusNews #Briten #Corona #Strain #ILS