ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ଅଫିସିଆଲ କାର ରାଲି ପାଇଁ ବିଧିବଦ୍ଧ ଘୋଷଣା.. ମାର୍ଚ୍ଚ 7 ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସେବା ପ୍ରୟାସ 4ର୍ଥ ଥର ପାଇଁ କାର ରାଲି କରିବାକୁ ଯାଉଛି.. 7 ତାରିଖ ସକାଳ 7 ଟା ସମୟରେ ପ୍ରି ଇଭେଣ୍ଟ ଭାବରେ ଆୟୋଜନ ହେବାକୁ ଯାଉଛି...
#ArgusNews #SevaFoundation #CarRally #WomensDay
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app