ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 77 ହଜାର 90 ଜଣଙ୍କୁ ଟୀକା ଦିଆଯାଇଛି । ଆଜି ଭୁବନେଶ୍ୱରରେ ୧୧ଟି ସ୍ଥାନରେ 2360 ଜଣଙ୍କୁ ଟିକାକରଣ କରାଯିବ । ଆସନ୍ତାକାଲି ସମସ୍ତ ଜିଲ୍ଲାରେ ପୁଣି ଟିକାକରଣ ହେବ : ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ
#ArgusNews #CoronaVaccine #Bijayapanigrahi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app