ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ଡିଜିଙ୍କ ଅସହାୟ ବିଜେପି ।ପ୍ରତିନିଧି ଦଳ ସହ ପାଖାପାଖି 3 ଘଣ୍ଚାର ମାରାଥନ୍ ଆଲୋଚନା ।ବିଜେପିର ଦାବୀ ଘଟଣାର ମାଷ୍ଟରମାଇଣ୍ଡ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ବାନ୍ଧ ।ତାଙ୍କ ନାଁରେ ଏତଲା ଥିବା ବେଳେ ପୋଲିସ କାହିଁକି ଚୁପ୍ ହୋଇ ବସିଛି ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି