ଉନ୍ମୋଚନ ହେଲା ପରୀକ୍ଷା ଦର୍ପଣ । ‘ପରୀକ୍ଷା ଦର୍ପଣ ଲୋକାର୍ପଣ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
6 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପରୀକ୍ଷା । ସାମ୍ଭାବ୍ୟ ପ୍ରଶ୍ନକୁ ନେଇ 700 ପୃଷ୍ଠୀର ହେବ ‘ପରୀକ୍ଷା ଦର୍ପଣ’ .....
#ArgusNews #Odisha #ParikshaDarpan #SameerDash
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app