ଗଡ଼ ଭୁଷୁଡୁଥିବା ଦେଖି ଏବେ ପ୍ରତିଶୋଧ ପରାୟଣ ମାଓବାଦୀ ସଙ୍ଗଠନ । ପୋଲିସ ସୂଚନା ଦାତାଙ୍କୁ ନିର୍ମମ ହତ୍ୟା କରି ନିଜର ସ୍ଥିତି ଜାହିର କରୁଛନ୍ତି ମାଓବାଦୀ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗୀରେ ଦୁଇ ଜଣଙ୍କୁ ଉଠାଇ ନେଇ ହତ୍ୟା ପରେ ଏବେ ପଞ୍ଚାୟତରେ ଭୟର ବାତାବରଣ....
#ArgusNews #Odisha #Kandhamal #Maoist