ସରକାର ପ୍ରତି କ୍ଷେତ୍ରରେ ମାଳ ମାଳ ଯୋଜନା କରିଛନ୍ତି ..... ହେଲେ ଯୋଜନା ଯୋଜନା ବାଟରେ ଚାଲିଥିବା ବେଳେ ପ୍ରକୃତ ହିତାଧିକାରୀ ଆଜି ବି ଯୋଜନା ଠାରୁ ଯୋଜନ ଦୂରରେ । ଯୋଜନା ଠାରୁ ଦୂରରେ ରହି କିଭଳି ଦୁର୍ବିସହ ଜୀବନ ବିତାଉଛନ୍ତି ପୁରା ପରିବାର ....
#ArgusNews #Odisha #Mayurbhanj #CMO_Odisha #Yojana