ପାଣି ପାଇଁ ଚାଲିଛି ସଂଘର୍ଷ
ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତର କାନଶାରଳା ଗ୍ରାମରେ ସାଧାରଣ ଲୋକେ ପାଉନାହାଁନ୍ତି ପିଇବା ପାଣି। ପାଣି ପାଇଁ ଚାଲିବାକୁ ପଡୁଛି ମାଇଲ୍ ମାଇଲ୍ ବାଟ। ସରକାର 2ଟି ନଳକୂପ, ସୋଲାର ପାଣିର ବ୍ୟବସ୍ଥା କରିଥିଲେ ମଧ୍ୟ 2 ବର୍ଷ ହେଲା ଏହା ଅଚଳ ଅବସ୍ଥାରେ ପଡିରହିଛି....
#ArgusNews #Odisha #Ganjam #Water_Problem
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app