ବିଷ ଧର ନାଗକୁ ପାଣି ପିଆଇଲା ବିଷ ହୀନ ସ୍ୟାଣ୍ଡ ବୋଡା
ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୁଳହରିପୁର ଗ୍ରାମରେ ଏକ ଅଦ୍ଭୂତପୂର୍ବ ଘଟଣା ଦେଖିବାକୁ ମିଳିଲା । ରାସ୍ତା କଡରେ 2 ଟି ସାପ ପରସ୍ପରକୁ ଆକ୍ରମଣ କରି ପଡ଼ିଥିଲେ । ଗୋଟିଏ 4 ଫୁଟ ଲମ୍ବର ନାଗ ସାପ ଅନ୍ୟ ଏକ ଛୋଟ କମନ ସ୍ୟାଣ୍ଡ ବୋଡା ବା ବାଲି ବୋଡା ସାପକୁ କାମୁଡି ଧରିଥିବା ବେଳେ, ସେଇ ଛୋଟ ସାପ ଟି ମଧ୍ୟ ନିଜର ଲାଙ୍ଗୁଡରେ ନାଗର ବେକକୁ ଗୁଡେଇ ଦେଇଥିଲା.....
#ArgusNews #Odisha #Jajpur #Snake