ମାରିବା ପରେ ଆତ୍ମାକୁ ବି ମାରିଦେଲେ । ପରୀର ବାର ଦିନ ପରିବାରକୁ ଉଠାଇ ନେଇଥିଲା ପୋଲିସ ।ଝିଅର ଫଟୋ ଆଗରେ ଭୋଗ ରଖିପାରିଲାନି ମାଆ । ଶୁଦ୍ଧି ଦିନର କୋହଭରା କାହାଣୀ କହିଲେ ପରୀଙ୍କ ମାଆ....
#ArgusNews #Odisha #Nayagarh #Paree_Issue #JusticeForParee
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app