ବାଲିଗୁଡା ସହର ରେ ଆସନ୍ତା କାଲିଠାରୁ ସକାଳ ଛଅ ଟା ରୁ ଦିନ ଦୁଇଟା ଯାଏ ଖୋଲିବ ସମସ୍ତ ଦୋକାନ ବଜାର । ଦିନ ଦୁଇଟା ପରେ ବନ୍ଦ ରହିବ ସବୁ ଦୋକାନ । ବାଲିଗୁଡା ସହର ରେ କରୋନା ସଂକ୍ରମଣ ରୋକିବାକୁ ଏଭଳି ନିଷ୍ପତି ନିଆଯାଇଛି ...
#ArgusNews #Odisha #Kandhamal #Baliguda #Covid19 #coronavirus #CovidPandamic