ବିବାଦରେ ଟିମ୍ ଅରୁଣ ବୋଥ୍ରା.....ଗାଁ କମିଟିର ମୁଖ୍ୟଙ୍କୁ ରିପୋର୍ଟ ଦେବାକୁ କହି ବିବାଦକୁ ଆସିଛନ୍ତି ଅରୁଣ ବୋଥ୍ରା...ଆଉ ଅରୁଣ ବୋଥ୍ରାଙ୍କ ଏପରି ପ୍ରତିଶ୍ରୁତି ତାଙ୍କୁ ଆଣିଛି ସନ୍ଦେହ ଘେରକୁ । ନାବାଳିକାର ବାପା ମା ଯେଉଁମାନଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେମାନଙ୍କୁ କାହିଁକି ଟିମ୍ ବୋଥ୍ରା ନିଜର ସହଯୋଗୀ କରିଛନ୍ତି ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ...
#ArgusNews #SIT #JusticeForParee
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app