କେନ୍ଦ୍ରାପଡାରେ ଜାତିଗତ ପ୍ରମାଣ ପତ୍ର ପ୍ରଦାନରେ ଦୁର୍ନୀତି । ଜଣେ ବ୍ୟକ୍ତିଙ୍କ ନାଁରେ ଦୁଇ ଦୁଇଟି ଜାତିଗତ ସାର୍ଟିଫିକେଟ । ସରକାରୀ ଅଧିକାରୀଙ୍କୁ ହାତବାରିଶ କରି ଶାସକ ଦଳର କିଛି ବ୍ୟକ୍ତି ପ୍ରମାଣପତ୍ର ହାତେଇବା ପରେ ବିଭିନ୍ନ ସରକାରୀ କ୍ଷମତାକୁ ଉପଭୋଗ କରୁଛନ୍ତି.....
#ArgusNews #Odisha #Kendrapada #Caste_Certificate
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2