ମହାମାରୀ ସମୟରେ ଆକ୍ରାନ୍ତଙ୍କ ପାଖ ମାଡିବାକୁ ଭୟ କରୁଛନ୍ତି ଲୋକେ । ଶବକୁ ମିଳୁନି କାନ୍ଧ କି କୋରୋନା ରୋଗୀକୁ ମିଳୁନି ସହାୟତା । ରାଜ୍ୟର ବିଭିନ୍ନ ସ୍ଥାନରୁ ଏହିଭଳି ଅଭାବନୀୟ ଦୃଶ୍ୟର ନଜିର୍ ରହିଛି । ଏଭଳି ସ୍ଥିତିରେ ଉଦାହରଣ ସାଜିଛନ୍ତି ରାଜଧାନୀର କିଛି ହୋଟେଲ ଓ ଏନଜିଓ....
#ArgusNews #Odisha #Bhubaneswar #Hotel #NGO #Corona #Free_Food #Corona_Patient