ଉମରକୋଟ ଏବଂ ସିକନ୍ଦାରବାଦରୁ ଆସିଥିବା କିଛି ଜଣ ବ୍ୟକ୍ତି କୋଲକାତା ଯିବା ନିମନ୍ତେ ଭୁବନେଶ୍ୱରରେ ଆସି ପହଂଚିଛନ୍ତି । ବସରେ ସେମାନେ ଭୁବନେଶ୍ୱର ଆସିଥିବା ବେଳେ ଚାଲି ଚାଲି ରେଲୱେ ଷ୍ଟେସନକୁ ଯାଉଥିବାର ଦେଖିବାକୁ ମିଳିଛି...
#ArgusNews #Odisha #Bhubaneswar #railwaystation #Covid19 #coronavirus