ମଣ୍ଡପରେ ମହାମାୟାଙ୍କ ନବମୀ , ପୀଠେ ଦଶମୀ । ସାରା ରାଜ୍ୟରେ ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ମହାନବମୀ ମହା ଆଡ଼ମ୍ବରରେ ବିଭିନ୍ନ ପୂଜା ମଣ୍ଡପରେ ପାଳିତ ହେଉଛି । ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ଚାଳିଛି ମାଙ୍କ ରୀତିନୀତି ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews #Durgapooja