#ଖରା_ଦିନ_ଆରମ୍ଭରୁ_ଜଳ_କଷ୍ଟ
ଫସଲ ସମୟରେ ପ୍ରାୟତଃ ଡିପ ବୋର କିମ୍ବା କେନାଲ ଉପରେ ନିର୍ଭର କରିଥାନ୍ତି ଚାଷୀ । ହେଲେ କେନାଲରେ ଆସୁଥିବା ପାଣି ଅଭାବରୁ ଚାଷ ନଷ୍ଟ ହେବା ସାଙ୍ଗରେ ଖେତ ଫାଟି ଆଁ କଲାଣି । ଏ ନେଇ ବର୍ତ୍ତମାନ ଚିନ୍ତାରେ ଚାଷୀ...
#ArgusNews #Odisha #Waterissue #Canal #Crop #Farmer