ଗୁଜରାଟରେ ତାଣ୍ଡବ ରଚିବାକୁ ମାଡ଼ି ଆସୁଛି ବାତ୍ୟା ତାଉତେ । ଆରବ ସାଗରରେ ଅତି ଉଗ୍ର ସାମୁଦ୍ରିକ ଝଡ଼ର ରୂପ ନେଇ ଉତ୍ତର-ଉତ୍ତର ପୂର୍ବ ଆଡ଼କୁ ଗତି କରୁଛି ବାତ୍ୟା । ରାତି ୧୦ଟାରୁ ୧୧ଟା ମଧ୍ୟରେ ଗୁଜରାଟ ପୋରବନ୍ଦର-ମହୁଆରେ ଲ୍ୟାଣ୍ଡ ଫଲ କରିପାରେ ....
#ArgusNews #ArgusTV #NewsChannel #Satelite #Cyclone #Tauktae #Gujrat