କେବେ ତୁମେ ନାହଁ କେବେ ମୁଁ ନାହିଁରୁ ତୋର ମୋର ଯୋଡି ସୁନ୍ଦର ଯାଏଁ ବାଟ ଥିଲା ଖୁବ୍ ସୁନ୍ଦର । ଚୁଲ୍ ବୁଲି ପ୍ରଜାପତି ଅର୍ଚ୍ଚିତାଙ୍କ ପ୍ରେମରେ ପାଗଳ ହୋଇଥିଲେ ପାଗଳପ୍ରେମୀ ସବ୍ୟସାଚୀ । ସପନର ସୌଦାଗରଙ୍କ ହାତ ଧରିଲେ ଅର୍ଚ୍ଚିତା....
#ArgusNews #Odisha Sabyasachi Mishra Archita Sahu #marriage