ପୋଲସରା ପ୍ରଶାସନ ପକ୍ଷରୁ ନାହିଁ କେଉଁଠି ଜଳଛତ୍ର ର ବ୍ୟବସ୍ଥା। ଖରାକୁ ଆଖି ଆଗରେ ପୋଲସରା ଅଞ୍ଚଳର ମା ଦକ୍ଷିଣ କାଳୀ ଯୁବକ ସଙ୍ଘ ପକ୍ଷରୁ ଲୋକଙ୍କ ପାଇଁ ପଣା ପାଣି ର ବ୍ୟବସ୍ଥା କରିଥିବା ବେଳେ ଯୁବକ ମାନଙ୍କୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ...
#ArgusNews #Odisha #Ganjam #Polsara #Jalachhatra #Summer