ପାରାଦୀପରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଇଣ୍ଡିଆନ ଅଏଲ ଏବଂ ଇଡକୋ ମଧ୍ୟରେ ସ୍ୱାକ୍ଷର ହେଲା ଏମଓୟୁ । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ଜରଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସ୍ୱାକ୍ଷର ହୋଇଛି ବୁଝାମଣା ପତ୍ର...
#ArgusNews #Odisha #Paradeep #Technology #Indian_Oil Dharmendra Pradhan