ବ୍ୟୟ ବହୁଳ ଛତୁ ଚାଷକୁ ଗଞ୍ଜାମର ଗ୍ରାମୀଣ ପରିବେଶରେ ସଫଳ କରାଇଛନ୍ତି ଜଣେ ଉଦ୍ୟୋଗୀ । ଏହି ପ୍ରକଳ୍ପରେ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହେବା ସହିତ ୫୦ ଜଣଙ୍କୁ ମିଳିଛି ନିଯୁକ୍ତି । ଚାଷକୁ ବିଫଳ ପ୍ରୋଜେକ୍ଟ କହି ଅନେକ ଲୋକ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ଗଞ୍ଜାମର ଇପାରୀ ବୁଲୁ ଦାମୀ ନାମୀ କମ୍ପାନୀର ବ୍ୟବସାୟ ଛାଡି ଛତୁଚାଷକୁ ନୂଆ ରୂପ ଦେଇଥିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ...
#ArgusNews #Odisha #Ganjam #Buttom_Mushroom