କେବେ ପୁରୀ ବ୍ରହ୍ମଗିରିରେ କରାଯିବ ଭୂତଳ ଇଲେକ୍ଟ୍ରି ବ୍ୟବସ୍ଥା । କେବେ କମିବ ଲୋକଙ୍କ ସମସ୍ୟା? ଉଦଘାଟନକୁ ପୁରିଲାଣି ଦୀର୍ଘ ସାତ ବର୍ଷ । ହେଲେ ଏଯାଏଁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାତ ଦୂରର କଥା । ଗାତଟିଏ ଖୋଳାଯାଇ ନାହିଁ । 2014 ମସିହାରେ ନିର୍ବାଚନ ସମସୟରେ ଲୋକଙ୍କୁ ସୁନେଲି ସ୍ବପ୍ନ ....
#ArgusNews #Bramhagiri #Electricity
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app