ଗୋଟିଏ ପଟେ ଅହିଂସାର ମନ୍ତ୍ର......ଅନ୍ୟପଟେ ନେତାଙ୍କ ନାଁରେ ମାଳମାଳ ଅଭିଯୋଗ । ଗଣ୍ଡାଗଣ୍ଡା ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ରହିଥିବା ବେଳେ ଏବେ ବିବାଦକୁ ଆସିଛି ବିଜେଡି....ଗୋଟିଏ ପଟେ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା କଥା ମୁଖିଆ କହୁଥିବା ବେଳେ ହେଲେ ନେତା କିନ୍ତୁ ମାନିବାକୁ ନାରାଜ....
#ArgusNews #Odisha #Complain_Against_Minister #Non_Violence