ଆଜିଠାରୁ ଆରମ୍ଭ ହେଉଛି ଭଦ୍ରକର ଏୖତିହାସିକ କାଳୀ ପୂଜା । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ଆଜି ସପ୍ତମାତୃକା ବେଶ ଅନୁଷ୍ଠିତ ହେବ । ସପ୍ତମାତୃକା ବେଶର ପ୍ରଥମ ଦିନରେ ମା ଆଜି ବେଦମାତା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ। କିନ୍ତୁ କୋରୋନା କଟକଣା ଯୋଗୁଁ ଏଥର ଫିକା ପଡିଛି ମାଙ୍କ ପୂଜା ।
#ArgusNews #Odisha #Bhadrak #Kalipuja