ପୁରୀରେ ବିଜେଡିର 2ଗୋଷ୍ଠୀ ମଧ୍ୟରେ ମୁଥ ମରାମରି...ମନ୍ତ୍ରୀ ସମୀର ଦାସ, ସାଂସଦ ପିନାକୀ ମିଶ୍ରଙ୍କ ଉପସ୍ଥିତରେ ଏପରି ବିଶୃଙ୍ଖଳା ଘଟିଛି । ଗଣ୍ଡଗୋଳ ନେଇ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ବର ମହାନ୍ତି କହିଛନ୍ତି ସେ ଜାଣିନାହାଁନ୍ତି...
#ArgusNews #Odisha #BJD_fight #Puri #SameerDas #PinakiMishra