ପଦ୍ମାକୁ ମିଳିଲା ନୂଆ ପରିବାର । ଏବେ ନୂଆ ସାଙ୍ଗସାଥୀଙ୍କ ମେଳରେ ବେଶ୍ ଖୁସି ଅଛି 6ମାସର ହାତୀ ଛୁଆ ପଦ୍ମା । କେବଳ ଏତିକି ନୁହେଁ ପଦ୍ମାର ଦାୟିତ୍ୱରେ ଥିବା ମାହୁନ୍ତ ସହ ମଧ୍ୟ ବେଶ୍ ଖେଳୁଛି ପଦ୍ମା । କପିଳାସରେ ପଦ୍ମା ନୂଆ ପରିବାର ସହ ନୂଆ ପରିଚୟ ପାଇଛି ..
#ArgusNews #Odisha #Elephant
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app