ଦିବ୍ୟାଙ୍ଗ ମାନଙ୍କ ସହଯୋଗ ପାଇଁ ଅନେକ ଯୋଜନା କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଲାଗି ପ୍ରକୃତ ହିତାଧିକାରୀ ଯୋଜନାରୁ ବାଦ ପଡୁଥିବା ଦେଖିବାକୁ ମିଳୁଛି । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ ଅଗଲାପାଲି ଗାଁରୁ ଦେଖିବା ଏହି ରିପୋର୍ଟ...
#ArgusNews #Odisha #Bolangir #Disable #Govt_Scheme_Fail