ରାଉରକେଲା SKDAVରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି । ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି । କଲେଜରେ ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଅନଲାଇନରେ ପରୀକ୍ଷା ପାଇଁ ପିଲାମାନେ ଦାବି କରିଛନ୍ତି ...
#ArgusNews #Odisha #Rourkela #SKDAV #Strick #EngineeringStudentStrick