ସମ୍ୱଲପୁର ବୁର୍ଲାରେ ଏକ ମେଡିସିନ ଦୋକାନରୁ ଚୋରି । ସହରରେ ଥିବା ମେହେକ ମେଡିସିନ ଦୋକାନର ସଟର ଭାଙ୍ଗି ଦୁର୍ବୃତ୍ତମାନେ 40 ହଜାର ଟଙ୍କା ନେଇ ଯାଇଛନ୍ତି । ଏହାସହ ଦୋକାନରେ ଥିବା ଇନଭେଟର, ଦାମୀ ଔଷଧ ମଧ୍ୟ ଚୋରୀ କରି ନେଇଥିବା ଜଣାପଡିଛି ...
#ArgusNews #Odisha #Burla #Sambalpur #Theft