ଝାଡଖଣ୍ଡକୁ ଚୋରା ଚାଲାଣ ବେଳେ ବନ ବିଭାଗର ଚଢ଼ାଉ । ଆଇରନ ବୋଝେଇ ୫ ଡମ୍ପର ଜବତ କଲା ପୋଲିସ । ଗତରାତି ପ୍ରାୟ ୧ଟା ସମୟରେ ବଡ଼ବିଲ ରେଞ୍ଜ ଅଂସେଇକଳା ନିକଟରୁ ଜବତ କରିଛି ବନ ବିଭାଗ । ସମସ୍ତ ଗାଡିର ଡ୍ରାଇଭର ଓ ହେଲଫର ଫେରାର ଥିବା ସୂଚନା ରହିଛି ....
#ArgusNews #IlligalTruckSeized #Jhadkhand
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app