କଟକରେ ଅର୍ଗସ୍ ପ୍ରତିନିଧି ମାହାଙ୍ଗା ଡବଲ ମର୍ଡର ଘଟଣା ନେଇ ପ୍ରଶ୍ନ ପଚାରିବାରୁ କିଭଳି ଚିହଙ୍କି ଉଠୁଛନ୍ତି ମନ୍ତ୍ରୀ ପ୍ରତାପ ଜେନା । କହୁଛନ୍ତି କିଛି କାମଧନ୍ଦା ନାହିଁ କି । ଦାୟିତ୍ବବାନ୍ ଗଣମାଧ୍ୟମର କାମ ତ ପ୍ରଶ୍ନ କରିବା, ଆଉ ଆମ ପ୍ରତିନିଧି ଯେତେବେଳେ ପ୍ରଶ୍ନ କଲେ କାହିଁକି ଏମିତି ରାଗି ପାଚି ନାଲି ହେଇଯାଉଛନ୍ତି ପାୱାରଫୁଲ୍ ମିନିଷ୍ଟର ପ୍ରତାପ ଜେନା...
#ArgusNew #Odisha #Mahanga_Double_Murder #Pratap_Jena #Dabangagiri