ପଶ୍ଚିମ ଓଡ଼ିଶା ପରେ ଦକ୍ଷିଣ ଓଡ଼ିଶା । ବଢିବାରେ ଲାଗିଛି ଚାଷୀ ଅସନ୍ତୋଷ । ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିଥିବା ବେଳେ ଶୋଷଣର ଶିକାର ହେଉଛି ଚାଷୀ । ମଣ୍ଡିରୁ କେବେ ଉଠିବ ଧାନ ତାହା ଏବେ ବଡ ପ୍ରଶ୍ନ । ଅନ୍ୟପଟେ ଚାଷୀଙ୍କ ସମସ୍ୟା ନେଇ ବର୍ଷିଛି ବିଜେପି ଓ କଂଗ୍ରେସ । ମଣ୍ଡିରୁ ଧାନ ନଉଠିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିରୋଧୀଙ୍କ ଚେତାବନୀ.....
#ArgusNews #Odisha #Ganjam #Mandi_Issue #BJP