କରୋନା ଯୋଗୁ ସବୁଠି କଟକଣା । କେଉଁଠି ଲକଡାଉନ୍ ତ ଆଉ କେଉଁଠି ସଟଡାଉନ । ଏପରି ସ୍ଥିତିରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ପ୍ରବାସୀ ଓଡ଼ିଆ ଏବେ ଘର ମୁହାଁ । ରୋଜଗାର ବନ୍ଦ ଥିବାରୁ ବାଧ୍ୟ ହୋଇ ଘର ବାହୁଡ଼ା ପ୍ରବାସୀ ...
#ArgusNews #ArgusTV #ArgusNewsTV #NewChannel #Migrantlabour #Corona #Lockdown