ଗରିବଙ୍କୁ ସହାୟତା କରିବା ପାଇଁ ରାଜ୍ୟ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ ବାସ୍ତବରେ ଲୋକଙ୍କ ପାଖରେ ଯୋଜନା ପହଞ୍ଚୁଛି କି ନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ଗରିବ ଅସହାୟ କିପରି ସରକାରୀ ଯୋଜନାରୁ ବଞ୍ଚିଛନ୍ତି, ତାହା ଦେଖିବାକୁ ମିଳିଛି । ସମ୍ୱଲପୁର ଜିଲ୍ଲା କୁଚିଣ୍ଡାରୁ ଦେଖିବା ଏହି ରିପୋର୍ଟ.....
#ArgusNews #Odisha #Sambalpur #Kuchinda #Asahaya #Govt_Scheme_Fail