ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । 2022 ସୁଦ୍ଧା ସମସ୍ତ ମାଟି ଘରକୁ ପକ୍କା କରିବା ପାଇଁ ଲକ୍ଷ୍ୟ ମଧ୍ୟ ରଖିଛନ୍ତି ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ପରିବାର ଭଙ୍ଗା ଦଦରା ଘରେ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସାନଦୋହେଲ ଗାଁ ରୁ ଦେଖିବା ଏହି ରିପୋର୍ଟ....
#ArgusNews #Odisha #Nuapada #Awas_Yojona