ଭେଟେରାନ୍ସ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଗଞ୍ଜାମ ଜିଲ୍ଲା ସୈନିକ ବୋର୍ଡର 2019 ମସିହା ନଭେମ୍ବର ମାସଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ସମ୍ପାଦକ ନଥିବା ଯୋଗୁଁ ଏଠାରେ ନାନା ଅସୁବିଧା ସୃଷ୍ଟି ହେଉଛି । ଓଡ଼ିଶାର ଗଞ୍ଜାମ ସମେତ 7ଟି ଜିଲ୍ଲାରେ ସୈନିକ ବୋର୍ଡର ସମ୍ପାଦକ ନାହାନ୍ତି । ତେଣୁ ତୁରନ୍ତ ଏ ଦିଗରେ ସରକାର ଦୃଷ୍ଟି ଦେବାକୁ ସଙ୍ଘ ଦାବି କରିଛି ।
#ArgusNews #Odisha #Ganjam #Editor #MilitaryBoard