#ପିସି_ନାହିଁ_ତ_ବିଲ_ନାହିଁ...
ନୟାଗଡ଼ ଖଣ୍ଡପଡା ବ୍ଲକରେ ଠିକାଦାରଙ୍କୁ ପିସି ନଦେଲେ ବିଲ ହେବନାହିଁ ବୋଲି ଖୋଲାଖୋଲି ଧମକ ଦେଉଛନ୍ତି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ...ଅନ୍ୟପକ୍ଷେ ଗଣମାଧ୍ୟମ ପ୍ରତିନିଧି ଏ ନେଇ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମାଗିବାରୁ,ହଁ...ମୁଁ ପିସି ମାଗିଛି କଣ କରିବ କର କହି ଧମକ ଦେଉଛନ୍ତି ଖଣ୍ଡପଡା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈଷ୍ଣବ ପ୍ରସାଦ ରଥ...
#ArgusNews #Odisha #Nayagarh #MediaRepresentative #contractor