ଯାଜପୁର ଟାଉନ ଥାନା ଅଧିନସ୍ଥ ମକେଇପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଡଙ୍ଗ ବାଲି ଘାଟରୁ ବାଲି ନେଇ ଯାଜପୁର ଟାଉନ ଅଭିମୁଖେ ଆସୁଥିବା ଏକ ହାଇୱା ଗାଡି ଏକ ବାଇକକୁ ଧକା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ଗୁରୁତର ହୋଇ ପଡ଼ିଥିଲେ । #ArgusNews #Odisha #Jajpur #Roadaccident