ବରଗଡ଼ରେ ଷଷ୍ଠ ଦିନରେ ଅନ୍ନଦାତାଙ୍କ ଆନ୍ଦୋଳନ । ଖୋଲା ଆକାଶ ତଳେ ଚାଷୀ ଓ ତାର ଚାଷ । କିନ୍ତୁ ଏସବୁ ଭିତରେ ନା ସରକାର କିଛି କହୁଛନ୍ତି ନା ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁଛି । ଗଂଜାମରେ ମଧ୍ୟ ଚାଷୀଙ୍କ ଭିତରେ କୁହୁଳୁଛି ଅସନ୍ତୋଷ.....
#ArgusNews #Odisha #Farmer #Protest