ପିଏମ୍ କିଷାନ ଯୋଜନା ନେଇ ପାଲଟା କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗି ପରୋକ୍ଷରେ ନିଜ ଭୁଲ ମାନିଲେ ରାଜ୍ୟ ସରକାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେବାକୁ ଯାଇ କୃଷିମନ୍ତ୍ରୀ ଅରୁଣ ସାହୁ ପିଏମ୍ କିଷାନ ଯୋଜନାରେ ହିତାଧିକାରୀ ସଂଖ୍ୟା ବଢାଇବାକୁ ଦାବି କରିଛନ୍ତି....
#ArgusNews #Odisha #PM_Kisan