ବିଶ୍ବବିଦ୍ୟାଳୟରେ ଚଞ୍ଚକତା
ଉତ୍କଳ ବିଶ୍ୱବିଦ୍ୟାଳୟର ଭିସିଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଗୋଲ୍ଡ ମେଡାଲ୍ ତାଲିକାରୁ ବାଦ୍ । କମ୍ ନମ୍ବର ରଖିଥିବା ଛାତ୍ରୀଙ୍କୁ ଉପରାଷ୍ଟ୍ରପତି କରିବେ ସମ୍ମାନିତ...
#ArgusNews #Odisha #UtkalUniversity #GoldMedal